ଆହୁରି ବଢିବ ପିଆଜ ଦର

ଭୁବନେଶ୍ୱର() ପୁଣି ବଢିବ ପିଆଜ ଦର । ପାଖାପାଖି ୬ରୁ ୧୦ ଟଙ୍କା ଦର ବଢିପାରେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶରେ ବର୍ଷା ହେଉଥିବାରୁ ପିଆଜ ଦର ବଢୁଛି । ମାତ୍ର ଲୋକଙ୍କୁ ପିଆଜ ଯୋଗାଇଦେବାକୁ ସରକାର ସବୁ ପ୍ରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ପିଆଜ ଦର ୬୫ଟଙ୍କା ଥିବା ବେଳେ ଆଗକୁ ଆଉ ୬ରୁ ୧୦ ଟଙ୍କା ବଢିବ ।

Share

Leave a Reply

Your email address will not be published. Required fields are marked *

5 × 2 =