ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ

ଭୁବନେଶ୍ବର()   ଚଳିତ ବର୍ଷ ସ୍ବାଧିନତା ଦିବସ ଅବସରରେ ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ । ବାତ୍ୟା ‘ଫୋନି’ ପାଇଁ ରାଜ୍ୟବାସୀଙ୍କୁ ସମ୍ମାନ ଓ ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ୨୦୧୯ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ଆଟ୍ ହୋମ୍’ ଉତ୍ସବ ଆୟୋଜନ କରିବେ ନାହିଁ। ଏ ନେଇ ରାଜ୍ୟପାଳଙ୍କ କାର୍ୟ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଉପଲକ୍ଷେ ରାଜଭବନରେ ‘ଆଟ୍ ହୋମ’ ବନ୍ଧୁ ମିଳନ ସମାରୋହର ଆୟୋଜନ କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

fourteen − fourteen =