ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର –ବାତ୍ୟା ଓ ବନ୍ୟା ଯୋଗୁ ବିପର୍ଯ୍ୟସ୍ତ ଗଂଜାମ ,ଗଜପତି ଓ ରାୟଗଡା ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଏପରିକି ୧୭ ତାରିଖ ମହାଅଷ୍ଟମୀ ଓ ୧୯ ତରିଖ ଦଶହରାରେ ମଧ୍ୟ ବ୍ୟାଙ୍କ ଗୁଡିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କରେ ବିଗ୍ୟପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

one + sixteen =