ଡି ଗ୍ରେଡ଼ରେ ୮୯୫୫୬ ଛାତ୍ରଛାତ୍ରୀ

ଭୁବନେଶ୍ୱର()  ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ  । ଚଳିତ ବର୍ଷ ୬୭୮ ବିଦ୍ୟାଳୟରେ ସମସ୍ତେ ପାଶ ହୋଇଥିବାବେଳେ ୩୧ ସ୍କୁଲରେ ସମସ୍ତେ ଫେଲ ହୋଇଛନ୍ତି  ।
ଚଳିତ ବର୍ଷ ୨୬୨୭୩୮ ଝିଅ ପରୀକ୍ଷା କରିଥିବାବେଳେ ୨୧୫୩୬୮ ଜଣ ପାଶ କରିଛନ୍ତି  । ସେହିପରି ୨୪୭୪୫୧ ଜଣ ପୁଅ ପରୀକ୍ଷା ଦେଇଥିବାବେଳେ ୧୯୨୫୦୧ ଜଣ ପାଶ କରିଛନ୍ତି  ।
ଏ ୧ : ୧୨୭୯
ଏ ୨ : ୮୪୫୮
ବି ୧ : ୧୮୧୮୮
ବି ୨ : ୩୨୩୨୮
ସି : ୪୯୧୫୩
ଡି : ୮୯୫୫୬
ଇ : ୨୨୩୧୯୫

Share

Leave a Reply

Your email address will not be published. Required fields are marked *

8 − eight =