ପ୍ରକାଶ ପାଇଲା ମାଟ୍ରିକ ଫଳ

ଭୁବନେଶ୍ୱର () ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ।ଭିଡିଓ ରିଲିଜ୍ ଜରିଆରେ ମ୍ଯାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥରର ପାସ୍ ହାର 78.76%।

ୱେବସାଇଟ : www.bseodisha.ac.in ଓ www.bseodisha.nic.in
ପରୀକ୍ଷାର୍ଥୀମାନେ OR01 ସ୍ପେଶ ଦେଇ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମୋବାଇଲ ଜରିଆରେ ଆସିବ ।
ଯଦି ପରୀକ୍ଷା ଫଳ ସମ୍ପର୍କିତ କିଛି ସମସ୍ୟା ଥାଏ ତେବେ କଂଟ୍ରୋଲ ରୁମ ଫୋନ ନମ୍ବର ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦ରେ ଫୋନ କରି ଅଭିଯୋଗ ଜଣାଇ ପାରିବେ ।

Share

Leave a Reply

Your email address will not be published. Required fields are marked *

one × 3 =