ଏଇ ମାସରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସର ଶେଷ  ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ଯ୍ୟ କରାଯିବ  । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା  ।

ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା  । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି  । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା  । କରୋନା ପାଇଁ ଚଳିତ ବର୍ଷ ମୂଲ୍ୟାୟନରେ ବାଧା ସୃଷ୍ଟି ହେବାରୁ ପରୀକ୍ଷା ଫଳ ବିଳମ୍ବିତ ହୋଇଯାଇଛି  ।

Share

Leave a Reply

Your email address will not be published. Required fields are marked *

1 × 4 =