Wednesday, August 19, 2026
Latestରାଜ୍ୟ

ବଦଳିଲା ସଚିବାଳୟ ମାର୍ଗର ନାମ

ଭୁବନେଶ୍ୱର () ଭୁବନେଶ୍ୱର ଏଜି ଛକ ଠାରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ପରିବର୍ତ୍ତେ ଆଜି ଠାରୁ ଲୋକ ସେବା ମାର୍ଗ ନାମରେ ପରିବର୍ତ୍ତନ କରାଯାଇଛି ।

ସୂଚନାଅନୁସାରେ, କିଛି ଦିନ ପୂର୍ବରୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକ ସେବା ଭବନ କରାଯାଇଥିଲା । ଏହା ପରେ ଆଜି ଠାରୁ ସେହି ଅନୁଯାୟୀ ଏଜି ଛକ ଠାରୁ ଆଚିର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ଲୋକ ସେବା ମାର୍ଗ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 6 =