୨୬ରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

୨୬ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଯୋଜନା ଟଙ୍କା। ଏହାଦ୍ୱାରା ଉପକୃତ ହେବେ ୧୨ରୁ ୧୪ଲକ୍ଷ ଚାଷୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ କାଳିଆ ଯୋଜନାର ଉଦଘାଟନ କରିବେ। ମାଳତୀପାଟପୁର ଓଭରବ୍ରିଜ ନିକଟ ପଡ଼ିଆରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ପ୍ରଥମ ପର୍ୟ୍ୟାୟ ଚାଷୀଙ୍କୁ ଅର୍ଥରାଶି ପ୍ରଦାନ କରିବେ । ଏହି ସମାବେଶରେ ୨ ଲକ୍ଷରୁ ଅଧିକ ଚାଷୀଙ୍କ ସମାଗମର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି କୃଷି ତଥା ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା।

Share

Leave a Reply

Your email address will not be published. Required fields are marked *

4 × one =