ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା । ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟରରେ ସ୍ପଷ୍ଟ କରିଛନ୍ତି ଗାଙ୍ଗୁଲି । ସେ ଲେଖିଛନ୍ତି କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି । ଏବେ ନୂଆ କିଛି ପ୍ଲାନ କରୁଛି , ଯାହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିବ ।

Share

Leave a Reply

Your email address will not be published. Required fields are marked *

five + five =