ପ୍ରତିଟି ଜୀବନ ମୂଲ୍ୟବାନ, ଆମେ ସମସ୍ତେ ଏକତ୍ରିତ ହେବା ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାପାନ ସରକାରଙ୍କ ସହ ଓଡ଼ିଶା ଛିଡ଼ା ହୋଇଛି ।

ଜାପାନର ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଆମେ ପ୍ରାର୍ଥନା କରୁଛୁ । ପ୍ରତିଟି ଜୀବନ ମୂଲ୍ୟବାନ, ଆମେ ସମସ୍ତେ ଏକତ୍ରିତ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

4 × two =