ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ପୁଣିଥରେ ଅଦଳ ବଦଳ ହୋଇଛି । ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ. ଦେବଦତ ସିଂ । ପୋଲିସ ମୁଖ୍ୟାଳୟ ଆଇଜି ହେଲେ ଦେବୋତ୍ତର ସିଂହ । ଅଖିଳେଶ୍ୱର ସିଂହ ହୋଇଛନ୍ତି ଜଗତସିଂହପୁର ଏସପି । ପିଏସ ପୁରୁଷୋତ୍ତମ ହେଲେ ନବରଙ୍ଗପୁର ଏସପି । ରାହୁଲ ଜୈନ ହେଲେ ବରଗଡ଼ର ନୂଆ ଏସପି । ପ୍ରତ୍ୟୁଷ ଦିବାକର ହେଲେ ନୂଆପଡ଼ା ଏସପି । ପ୍ରକାଶ ଆର ଭିଜିଲାନ୍ସ ବିଭାଗକୁ ବଦଳି ।

Share

Leave a Reply

Your email address will not be published. Required fields are marked *

9 − three =