୧୪ରୁ ପୁଣି ବର୍ଷା

ଭୁବନେଶ୍ବର()  ୧୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ ବୋଲ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ତାସହ ଆଜି ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସୂଚନା ଜାର କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କଟକ, ଯାଜପୁର, ଭଦ୍ରକ, ଖୋର୍ଧା, କନ୍ଧମାଳ ଓ ନୟାଗଡ଼ର । ଏହି ଜିଲ୍ଲା ଗୁଡିକରେ ଧୂଳିବର୍ଷା ସହ ବଜ୍ରପାତ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

thirteen − twelve =