ଗୁଣି ସନ୍ଦେହରେ ବାପା ପୁଅଙ୍କୁ ମାରିଦେଲେ

ଗଜପତି: ଆଧୁନିକ ଯୁଗରେ ଗୁଣି ଗାରେଡ଼ି ସନ୍ଦେହ । ଗୁଣି ଗାରେଡି ସନ୍ଦେହରେ ବାପା ପୁଅଙ୍କୁ ଗାଁ ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁ ଲୋକେ ବାପା ପୁଅଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ବାପାର ମୃତଦେହ ବିଲ ମଝିରୁ ଉଦ୍ଧାର ହୋଇଥିବା ବେଳେ ଘରୁ ମିଳିଛି ପୁଅର ମୃତଦେହ । ଅଡ଼ବା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ ରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

eleven − 4 =