କେମିତି କଟିବ ଶନିବାର …

ମେଷ () ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ ।

ବୃଷ () ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିର ମୂଳଦୁଆ ପଡିବ ।

ମିଥୁନ () ଆୟ ଆଶାନୟରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ବୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ ।

କର୍କଟ () ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । କାର୍ଯ୍ୟ ଧାରାବାହିକ ଭାବେ ଚାଲିବ । ଭ୍ରମଣ ଯୋଗ ରହିଛି । ପରିବାରର ମୁକ୍ୟ ହୋଇପାରନ୍ତି ।

ସିଂହ () ବନ୍ଧୁତାରେ ବାଧା ଉପୁଜି ପାରେ । ନିଜ କାର୍ଯ୍ୟକୁ ପଛରେ ପକାଇ ଅଗ୍ରାଧିକାର ଭାବେ ଅନ୍ୟ କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ ।

କନ୍ୟା () ହୃଦୟରେ ସେବାଭାବ ଜାଗ୍ରତ ହେବ । ଆକସ୍ମିକ ଭାବେ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଭାଚମାନଙ୍କ ପ୍ରତି ସ୍ନେହ ଭାବ ରହିବ ।

ତୁଳା () ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ ।

ବିଛା () ମନ ଚଞ୍ଚଳ ରହିବ । ରୋଜଗାର ଆଶାନୁରୂପ ହେବ । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ମାନିମୋକଦ୍ଦମାରେ ବିଜୟୀ ହେବେ ।

ଧନୁ () କାର୍ଯ୍ୟଟିକୁ କରାୟତ୍ତ କରିପାରନ୍ତି । କୌଣସି ଏକ ଭୁଲ ଯୋଗୁଁ ମନସ୍ତାପ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।

ମକର () କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଧୈର୍ଯ୍ୟର ସହ କାର୍ଯ୍ୟ ସଂପାଦନ କରିବେ । ମନ ପ୍ରସନ୍ନ ରହିବ ।

କୁମ୍ଭ () ଥଣ୍ଡା କଫଜନିତ ପୀଡା ଅନୁଭବ କରିପାରନ୍ତି । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ବୁଦ୍ଧି ପ୍ରୟୋଗ କରି ଓ ସନ୍ଦେହଜନକ କଥା କହି ପରକୁ ଆପଣାର କରିବା ସହିତ କାର୍ଯ୍ୟ ହାସକ କରିପାରନ୍ତି ।

ମୀନ () ମନରେ ଅସ୍ଥିରତା ଦେଖାଦେଇପାରେ । ଈର୍ଷାଳୁ ସ୍ବଭାବର ହୋଇପାରନ୍ତି । ସ୍ବାଭିମାନୀ ହେବେ । କେବଳ ଭାଗବ୍ୟବସାୟ ଲାଭଜନକ ହେବ ।

Share

Leave a Reply

Your email address will not be published. Required fields are marked *

13 − thirteen =