Friday, October 30, 2026
Latestରାଜ୍ୟ

ଆଜି ଆଉ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର()  ରାଜ୍ୟରେ ଆଉ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୮୮୬ ଜଣ ଥିବାବେଳେ ୬୫୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨ରେ ପହଁଚିଛି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୦, ବାଲେଶ୍ୱରରେ ୯୨, ବରଗଡ଼ରେ ୪୧, ଭଦ୍ରକରେ ୯, ବଲାଙ୍ଗୀରରେ ୬୭, ବୌଦ୍ଧରେ ୩, କଟକରେ ୯୯, ଦେବଗଡ଼ରେ ୭, ଢେଙ୍କାନାଳରେ ୨୪, ଗଜପତିରେ ୫, ଗଞ୍ଜାମରେ ୨୯, ଜଗତସିଂହପୁରରେ ୭୮, ଯାଜପୁରରେ ୨୨, ଝାରସୁଗୁଡ଼ାରେ ୪୨, କଳାହାଣ୍ଡିରେ ୪୭, କନ୍ଧମାଳରେ ୧୪, କେନ୍ଦ୍ରାପଡ଼ାରେ ୬୨, କେନ୍ଦୁଝରରେ ୩୮, ଖୋର୍ଦ୍ଧାରେ ୨୦୮, କୋରାପୁଟରେ ୨୬, ମାଲକାନାଗିରିରେ ୪୨, ମୟୂରଭଞ୍ଜରେ ୯୧, ନବରଙ୍ଗପୁରରେ ୪୩, ନୟାଗଡ଼ରେ ୩୩, ନୂଆପଡ଼ାରେ ୫୧, ପୁରୀରେ ୪୯, ରାୟଗଡ଼ାରେ ୧୦, ସମ୍ବଲପୁରରେ ୩୨, ସୋନପୁରରେ ୨୯, ସୁନ୍ଦରଗଡ଼ରେ ୧୧୧ ଓ ରାଜ୍ୟ ପୁଲରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

4 × four =