ଯୁକ୍ତ ୨ ମୂଲ୍ୟାଙ୍କନକୁ ନେଇ ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର: ୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ବାତିଲ ହେବା ପରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ୧୪ଜଣିଆ ଏକ୍ସପର୍ଟ କମିଟି ଗଠନ କରାଯାଇଛି । କମିଟିର ପ୍ରଥମ ବୈଠକ ସୋମବାର ଯୁକ୍ତ ଦୁଇ ପରିଷଦ ମୁଖ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ବୈଠକରେ ମୂଲ୍ୟାଙ୍କନର କୌଣସି ନିଷ୍କର୍ସ ବାହାରିପାରିନି। ଦ୍ବିତୀୟ ବୈଠକରେ କୌଣସି ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି । ସୂଚନାନୁଯାୟୀ, ସୋମବାର ବୈଠକରେ ବିଶେଷଜ୍ଞଙ୍କ ମତାମତ ମେଳଖାଇନଥିଲା । ପ୍ରାକ୍ଟିକାଲ ମାର୍କିଂ ଆଧାରକୁ ନେଇ କମିଟି ସହମତ ହୋଇପାରୁନାହିଁ ।

Share

Leave a Reply

Your email address will not be published. Required fields are marked *

thirteen − four =