ପ୍ରବଳ ପବନ ଯୋଗୁଁ ଚିଲିକାରେ ଫସିଲା ଭସାପୋଲ

ଚିଲିକା () ଚିଲିକା ମଝିରେ ଫସି ଅଟକ ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଏହି ଭସାପୋଲରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ପୋଲରେ ଗୋଟିଏ ବସ ସହ କିଛି ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

12 + five =