୫ ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ

ଭୁବନେଶ୍ୱର() ଆଜି ୫ ପ୍ରସ୍ତାବକୁ କ୍ୟାବିନେଟରେ  ମୋହର ବାଜିଛି ।  ସକାଳ ୯ଟା ୪୫ ମିନିଟରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ହୋଇଛି ।  ସାଧାରଣ ପ୍ରଶାସନ, ଏସସି/ଏସଟି, ପୁର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହାସହ ପଛୁଆ ବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

 

Share

Leave a Reply

Your email address will not be published. Required fields are marked *

seven − four =