ଲୋକସଭା ଭବନରେ ବସିବ ବଜେଟ୍ ଅଧିବେଶନ

ଭୁବନେଶ୍ୱର()ସାରା ରାଜ୍ୟ କରୋନା କାରଣରୁ ଲକ-ଡାଉନ ହୋଇଥିବା ବେଳେ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡିଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୦ ତାରିଖରେ ଲୋକସଭା ଭବନରେ ବ୍ୟୟ ମଞ୍ଜୁରି ବିଲ ନେଇ ବିଧାନସଭା ବସିବ । ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲଟିନ ପାରିତ କରାଯିବ। ସବୁ ଦଳର ୩୦% ବିଧାୟକ ଏଠାରେ ଉପସ୍ଥିତ ରହିବେ । ବିଧାୟକମାନେ ୨ ମିଟର ବ୍ୟବଧାନରେ ବସିବେ ।

Share

Leave a Reply

Your email address will not be published. Required fields are marked *

one + nine =