ଖୋର୍ଦ୍ଧାରୁ ଜବତ ହେଲା ୨୯୫ ଗ୍ରାମର ବ୍ରାଉନସୁଗାର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ। ଜବତ ହେଲା ୨୯୫ ଗ୍ରାମର ଧଳା ଜହର। ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। ମଠସାହି ଓ ଭାଲିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

19 + eleven =