ରାଜଧାନୀରେ ରାସ୍ତାକଡରେ ଦୀପ ଦୋକାନ ଖୋଲିବା ମନା

ଭୁବନେଶ୍ୱର() ରାଜ୍ୟରେ କରୋନା ଲହରୀ ଥିବାରୁ ଅନେକ କଟକଣା ଲାଗୁ ହେଉଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ଦୋକାନ ଖୋଲିବାକୁ ମନା ହୋଇଛି । ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଅନୁମତି ମିଳିବ । ଏନେଇ ଭୁବନେଶ୍ୱର ମହାନିଗର ନିଗମ ବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ବାଣ ବିକ୍ରିିକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

13 − 5 =