ବେଆଇ ଇଟାଭାଟି ଛଢ଼ାଉ କରିବାକୁ ଯାଇଥିଲେ, ଆକ୍ରମଣର ଶିକାର ହେଲେ ରାଜସ୍ୱ ନିରୀକ୍ଷକ

କଟକ: ରାଜସ୍ୱ ନୀରିକ୍ଷକଙ୍କୁ ଆକ୍ରମଣ। କଟକ ଜିଲ୍ଲା ମାହାଙ୍ଗା ତହସିଲ ଅଞ୍ଚଳର ପର୍ଶୁରାମପୁର ଗାଁରେ ରାଜସ୍ୱ ନୀରିକ୍ଷକଙ୍କୁ ଆକ୍ରମଣ କରାଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ବେଆଇନ ଇଟାଭାଟି ଉପରେ ଚଢାଉ ପାଇଁ ଯାଇଥିବାବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅତିରିକ୍ତ ତହସିଳଦାରଙ୍କ ନେତୃତ୍ୱରେ ବେଆଇନ ଇଟାଭାଟି ଉପରେ ଚଢାଉ କରିବାକୁ ଯାଇଥିଲେ ରାଜସ୍ୱ ନୀରିକ୍ଷକ। ପ୍ରଥମେ ଇଟାଭାଟି କରିଥିବା ମାଲିକ ଓ ତାଙ୍କ ତାଙ୍କ ସମ୍ପର୍କୀୟ ଗାଳି ଗୁଲଜ କରିଥିଲେ । ପରେ ସେମାନେ ଅଫିସରଙ୍କୁ ଉପରକୁ ଆକ୍ରମଣ କରିଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

18 − fourteen =