ଅସିତ ତି୍ରପାଠୀ ମୁଖ୍ୟ ଶାସନ ସଚିବ ହେବେ

ଭୁବନେଶ୍ବର()  ଉନ୍ନୟନ କମିଶନର ଥିବା ଅସିତ୍ ତ୍ରିପାଠୀ ରାଜ୍ୟର ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଏ.ପି ପାଢୀ ମୁଖ୍ୟ ନିର୍ବାଚନ କମିଶନର ହେଉଥିବାରୁ ତାଙ୍କ ସ୍ତାନରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ନିଷ୍ପତ୍ତି ହୋଇଯାଇଛି । ଏହା ମଧ୍ୟରେ ଜଳ ସମ୍ପଦ ବିଭାଗର ସଚିବ ଶ୍ରୀ ପ୍ରଦୀପ ଜେନା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ମୋନା ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦଉନ୍ନତି ପାଇବେ ।

Share

Leave a Reply

Your email address will not be published. Required fields are marked *

five × 2 =