ଦିନ ୨ଟାରୁ ବନ୍ଦ ହେବ ରାଜ୍ୟର ସବୁ ଦୋକାନ

ଭୁବନେଶ୍ୱର : ଅମାନିଆମାନେ ମାନୁନାହାଁନ୍ତି କଟକଣା । ଦୋକାନରେ ଲଗାଉଛନ୍ତି ଲମ୍ବାଲାଇନ୍ । ଫଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଉଛି । ତେବେ ଆଜି ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ଦିନ ୨ଟାରୁ ବନ୍ଦ ହେବ ରାଜ୍ୟ ସାରା ଦୋକାନ । ଆସନ୍ତାମାସ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ହେବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକାର ପଣ୍ଡା । ମହାସଂଘର ନିଷ୍ପତିକୁ ରାଜ୍ୟ ସରକାରକୁ ଜଣାଇ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − thirteen =