ବିମାନବନ୍ଦରରେ ହାଇ ଆଲର୍ଟ

ଭୁବନେଶ୍ୱର () ଭୁବନେଶ୍ୱର ବିମାନବନ୍ଦରର ନିରାପତା ବ୍ୟବସ୍ତାକୁ ଆଜି ଅଧିକ କଡାକଡି କରାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ହାଇ ଆଲର୍ଟ ନିଦେ୍ର୍ଧଶନାମା ଆସିବା ପରେ ଏହି ବ୍ୟବସ୍ତାକୁ ଅଧିକ ସୁଦୃଢ କରାଯାଇଛି । ବିମାନବନ୍ଦରକୁ ଭିଜିଟର ମାନଙ୍କ ପ୍ରବେଶ ନିଷେଧ କରାଯାଇଛି ବୋଲି ଭୁବନେଶ୍ୱର ବିମାନବନ୍ଦର ନିଦେ୍ର୍ଧଶକ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ସବୁ ବିମାନବନ୍ଦରରେ ଏଭଳି ହାଇ ଅଲର୍ଟ ଜାରୀ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two + six =