ବଦଳିଲା ଏୟାର ଏସିଆ ବିମାନ ଉଡ଼ାଣ ସମୟ

ଭୁବନେଶ୍ବର ()    ବଦଳିଲା ଏୟାର ଏସିଆ ବିମାନ ଉଡ଼ାଣ ସମୟ । ନୂଆ ସମୟ ଅନୁଯାୟୀ, କୁଆଲାଲମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୯ଟାରେ ପହଞ୍ଚିବ। ସେହିପରି ଏହି ବିମାନ ୯ଟା ୩୦ରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଯାତ୍ରା କରିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

seven + one =