ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ଯାଞ୍ଚ କଲେ ୫ଟି ସଚିବ

ଢେଙ୍କାନାଳ () ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ଠିକ୍ ଭାବେ ପରିଚାଳିତ ଓ ସୁରୁଖୁରୁରେ କାର୍ଯ୍ୟ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେନେଇ ଆଜି ଢ଼େଙ୍କାନାଳ ଓ ତାଳଚେର ଗସ୍ତରେ ଯାଇଛନ୍ତି ୫ଟି ସଚିବ । ତାଙ୍କ ସହ ଉନ୍ନୟନ କମିସନର ସୁରେଶ ମହାପାତ୍ର ମଧ୍ୟ ଅଛନ୍ତି । ଢ଼େଙ୍କାନାଳରେ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାକାର ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 5 =