ମାର୍ଚ୍ଚ ୩ରୁ +୨ ପରୀକ୍ଷା

ଭୁବନେଶ୍ୱର() ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା । +୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । +୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ । ସେହିପରି +୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ୨୭ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୭ରୁ ଫେବୃଆରୀ ୫ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ । ଏବର୍ଷ ମୋଟ ୩ଲକ୍ଷ ୪୯ ହଜାର ୧୫୪ ପିଲା ପରୀକ୍ଷା ଦେବେ । ଏନେଇ ଉଚ୍ଚ
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 13 =