୨ ବ୍ରାଉନ ସୁଗାର ବେପାରୀ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ  ଗିରଫ କରିଛି | ସେମାନଙ୍କ ଠାରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ପଲସର ମାତ୍ର ସାଇକଲ ଜବତ କରିଛି | ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ | ଗିରଫ ହୋଇଥିବା ୨ ଜଣ ହେଲେ ରାମ କୁମାର ଗିରି ଓ ଜ୍ୟୋତିର୍ମୟ ପଣ୍ଡା | ଏମାନେ ବାଲେଶ୍ୱରର ବୋଲି ଜଣାପଡିଛି |

Share

Leave a Reply

Your email address will not be published. Required fields are marked *

2 + seventeen =