୪ ହତ୍ୟାକାରୀଙ୍କୁ ଆଜୀବନ ସଜା

୪ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଏଡିଜେ-୩ । ସଦର ଥାନା ବ୍ରାହ୍ମଣଝରିଲୋରେ ବିନୋଦ ଦାସ ହତ୍ୟା ମାମଲାରେ ରାୟ । ୨୦୧୫ ଡିସେମ୍ବର ୬ରେ ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ହୋଇଥିଲା । ୪ ଦୋଷୀ ନିଗମାନନ୍ଦ ଜେନା,ସୁମନ ଦାସକୁ ଆଜୀବନ ସଜା । ଦୋଷୀ ନିହାର ରଞ୍ଜନ ଦାସ,ମାଧବ ଦାସକୁ ଆଜୀବନ ସଜା ହୋଇଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତ ଚଗଲା ଜେନାର ୨୦୧୭ରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

4 + 18 =