ପୁରୀରୁ ଆସୁଥିବା ବସ ଓଲଟିଲା

ପୁରୀରୁ ଭୁବନେଶ୍ୱର ଆସୁଥିବା ‘ସାରଳା’ ବସ ଦୁର୍ଘଟଣାଗ୍ରସ୍ତ । ପୁରୀରୁ ଲୋକ ନେଇ ଫେରୁଥିବା ବେଳେ ସାତଶଙ୍ଖ ଠାରେ ଦୁର୍ଘଟଣା ହୋଇଛି । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଡିଭଆଇଡରରେ ପିଟି ହୋଇ ଓଲଟିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ସାତସଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 + eight =