ପଦ୍ମପୁର: ଅପରାହ୍ନ ୩ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ

ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଅପରାହ୍ନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଛି । ୮ଟି ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ। ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ।

Share

Leave a Reply

Your email address will not be published. Required fields are marked *

five − one =