Friday, October 30, 2026
Latestରାଜ୍ୟ

ଝିଆରୀକୁ ଅପହରଣ କଲା ପିଉସା

ଯାଜପୁର–ଗତ ମାସ ୨୨ ତରିଖରେ ସ୍ଥାନୀୟ ଜାବରା ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାଁ ବିଜୟ କୁମାର।ଅଭିଯୋଗ ହେବାର ୨୮ ଦିନ ପରେ ଯାଜପୁର ରୋଡ୍ ଥାନା ରାଉତପୁର ଗାଁ ନଦୀ ପଠାରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ତା’ପରେ ପୁଲିସ୍ ନାବାଳିକାର ବୟାନ ରେକର୍ଡ କରିଥିଲା।ପୁଲିସ୍ ନାବାଳିକାଙ୍କର ଡାକ୍ତରୀମାଇନା କରାଇ ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

20 − 20 =