ଝାରସୁଗୁଡା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡା ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ । ତରୁଣଙ୍କ ନାଁ ଘୋଷଣା କଲା ଏଆଇସିସି ।

Share

Leave a Reply

Your email address will not be published. Required fields are marked *

19 − eleven =