କୋର୍ଟରେ ହାଜର ହେବେ ନାଗ ଦମ୍ପତି

ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ED ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା।

ଅର୍ଚ୍ଚନା, ଖଗେଶ୍ୱର ଓ ଜଗବନ୍ଧୁ ଭିଡିଓ କନଫରେନ୍‌ସିଂରେ ହାଜର ହୋଇପାରନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ର ଷ୍ଟାଟସ୍‌ ରିପୋର୍ଟ ଦେବେ SFSL। ଏହି ୩ଟି ମୋବାଇଲ୍‌ରେ ରହିଛି ଅର୍ଚ୍ଚନାଙ୍କ ହନି ଟ୍ରାପର କଳା କାହାଣୀ।

Share

Leave a Reply

Your email address will not be published. Required fields are marked *

12 + seventeen =