କେମିତି ଲାଗୁଛି ନିଆଁ

ତିନିଦିନ ହେଲା ରୋକଟ ଗାଁରେ ନିଆଁ । ପ୍ରତି ଦୁଇ ମିନଟରେ ଆକସ୍ମିକ ଭାବେ ଲାଗୁଛି ନିଆଁ । କେବଳ ଘରେ ନୁହେଁ ଗଛ ଆଉ ପାଳ ଗଦାରେ ବି ଲାଗୁଛି ନିଆଁ । କଞ୍ଚା ଗଛରେ ବି ଲାଗି ଯାଉଛି ନିଆଁ । ଲୋକେ ବାହାରକୁ ବି ଯାଉନାହାନ୍ତି । କୌଣସି ମୁହୁର୍ତ୍ତରେ ବି ସେମାନଙ୍କ ଘରେ ଲାଗିଯାଇପାରେ ନିଆଁ । ଏହି ଭୟରେ ଲୋକେ ଘରେ ଜଗି ରହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 4 =