କୀଟନାଶକ ପିଇ ୪ ଶିଶୁ ଗୁରୁତର

ଖେଳୁଥିବା ବେଳେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ତିହିଡି ବ୍ଲକ ଝିଙ୍କିରିଆ ଗାଁ ବିଲରେ ଖେଳୁଥିବା ବେଳେ ଅଘଟଣ । ୪ ଗୁରୁତରଙ୍କ ମଧ୍ୟରେ ଭାଇ ଭଉଣୀ ଥିବା ସୂଚନା । ଆଉ ଦୁଇ ଶିଶୁ ଅନ୍ୟ ପରିବାରର ଦେଢ ବର୍ଷର ପୁଅ,୩ବର୍ଷର ଝିଅ ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − ten =