ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ୍‌ ହସ୍ପିଟାଲର ବିଭାଗୀୟ ଡାକ୍ତର ନିର୍ଦ୍ଦେଶକଙ୍କୁ ରିପୋର୍ଟ ଆଜି ହସ୍ତାନ୍ତର କରିଛନ୍ତି । ଗତ ରବିବାର ଦିନ ଗୁଳିମାଡରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । ଏହାପରେ କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିବ ମୃତ୍ୟୁର କାରଣ ।

Share

Leave a Reply

Your email address will not be published. Required fields are marked *

20 + 16 =