Friday, October 30, 2026
Latestରାଜ୍ୟ

ଆମିକସକ୍ୟୁରୀଙ୍କ ନିଷ୍ପତିକୁ ଅପେକ୍ଷା

ପୁରୀ—ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସିଥିବା ଆମିକସକ୍ୟୁରୀ ଗୋପାଳ ସୁବ୍ରମନ୍ୟମ ଆଜି ଏଠାରୁ ଫେରିଯିବା ପୁର୍ବରୁ ପୁରୀ ଗଜପତି ଦିବ୍ୟସିଂହ ଦେବ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ,ଆଡଭୋକେଟଜେନେରାଲ ,ଶ୍ରୀମନ୍ଦିର ପ୍ରଶାସନ ,ଛତିଶାନିଯୋଗ , ସେବାୟତଙ୍କ ସମେତ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ
ଶ୍ରୀମନ୍ଦିର ସଂସ୍କାର ଉପରେ ଆଲୋଚନା କରିଛନ୍ତି । ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ୧୨ଟି ପ୍ରସ୍ତାବକୁ ନେଇ ଆଲୋଚନା କରିଛନ୍ତି । ଶ୍ରୀ ସୁବ୍ରମନ୍ୟମ ଦିଲ୍ଲୀ ଫେରିବା ପରେ ତାଙ୍କର ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ ।ତେବେ ଏହି ଆଲୋଚନାରୁ ଯାହା ସୁଚନା ମିଳିଛି ସେବାୟତ ମାନେ ଭକ୍ତଙ୍କ ଠାରୁ ଦାନଦକ୍ଷିଣା ନେଇପାରିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

twelve − 5 =