ଅଚାନକ ବାଲେଶ୍ବର ଜିଲ୍ଲାର ୫ଟି ସ୍କୁଲ୍ ଯାଞ୍ଚ କଲେ ଗଣଶିକ୍ଷା ମନ୍ତ୍ରୀ,ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଅଚାନକ ସହରର ୫ଟି ସ୍କୁଲ୍ ଯାଞ୍ଚ କଲେ ଗଣଶିକ୍ଷା ମନ୍ତ୍ରୀ । ମହାବୀର ନୋଡ଼ାଲ ୟୁପି ସ୍କୁଲ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି । ପିଲା ପଣକିଆ କହି ନପାରିବାରୁ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ତୃତୀୟ ଶ୍ରେଣୀ ପିଲା ତିକିକ ପଣିକିଆ ନକହିବାରୁ ମନ୍ତ୍ରୀଙ୍କ ପକ୍ଷରୁ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

three − 2 =