ଗଙ୍ଗାରେ ଲୀନ ହେଲା ବାଜପେୟୀଙ୍କ ଅସ୍ଥି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ହରିଦ୍ୱାରରେ ଗଙ୍ଗାନଦୀରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।ଆଜି ସକାଳେ ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ। ସାରା ଦେଶରେ ୧୬୩ଟି ନଦୀରେ ତାଙ୍କ ଅସ୍ଥି ବିସର୍ଜ୍ଜନ କରାଯିବ।

 

Share

Leave a Reply

Your email address will not be published. Required fields are marked *

8 + 10 =