ତୈଳ କାରବାରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ() ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନସିକ ସ୍ୱାସ୍ଥ୍ୟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସୁରକ୍ଷିତ ମେଡିକାଲ ପ୍ରଡକ୍ଟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ବେଳେ ତୈଳ କାରବାରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଟିଂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ-ଆମେରିକା ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନର । ଉଭୟ ଦେଶ ମଧ୍ୟ ବାଣିଜ୍ୟ,ପ୍ରତିରକ୍ଷା ନେଇ ଆଲୋଚନା ହୋଇଛି । ଏହା ସହ ଆଲୋଚନାରେ ନିଶା କାରବାର,ସଂଘଠିତ ଅପରାଧ ରୋକିବାକୁ ନେଇ ଏକ ଷ୍ଟ୍ରାଟେଜିକ ପ୍ଲାନ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ମିଳିତ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + twelve =