ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡ଼ିବେ । ଆଗାମୀ ବିଶ୍ୱକପ ପରେ ପଦ ଛାଡିବା ନେଇ ସୂଚନା । ଟ୍ୱିଟ କରି ଏଭଳି ସୂଚନା ଦେଇଛନ୍ତି କୋହଲି । କ୍ରିକେଟର ତିନୋଟିଯାକ ଫର୍ମାଟରେ ଅଧିନାୟକ ରହିଥିବାରୁ ତାଙ୍କ ଉପରେ ଅଧିକ ଚାପ ପଡ଼ୁଛି । ଯାହାକି ତାଙ୍କ ଖେଳ ଉପରେ ପ୍ରତିଫଳିତ ହେଉଛି । ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ କଥା ହେବା ପରେ ,ଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିରାଟ । ତେବେ ବିରାଟଙ୍କ ସ୍ଥାନରେ ରୋହିତ ଟି-୨୦ ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

thirteen − 11 =