ନିଦ୍ୱର୍ନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ୪ ବିଜେଡିର ପ୍ରାର୍ଥୀ

ଭୁବନେଶ୍ୱର() ବିଜେଡିର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସୁବାସ ସିଂ,ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଆଉ କେହି ପ୍ରାର୍ଥିପତ୍ର ଦାଖଲ ନକରିଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ଏହି ୪ ପ୍ରାର୍ଥି । ନିର୍ବାଚିତ ୪ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ ରିଟର୍ଣ୍ଣିଂ ଅଫିସର ।

Share

Leave a Reply

Your email address will not be published. Required fields are marked *

19 + eleven =