ପିୟୂସ ଗୋଏଲ ହେଲେ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପିୟୁସ ଗୋଏଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ବଛାଯାଇଛି । ଥାଓରଚାନ୍ଦ ଗେହଲେଟ କର୍ଣ୍ଣାଟକ ରାଜ୍ୟପାଳ ହେବା ପରେ ତାଙ୍କ ସ୍ଥାନରେ ଏହି ସ୍ଥାନରେ ପିୟୁସ ରହିଛନ୍ତି । ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − seven =