ସଞ୍ଜୟ ବେହେରା ହେଲେ OCA ସଂପାଦକ

ଭୁବନେଶ୍ୱର() ସଂଜୟ ବେହେରା ଓଡିଶା କ୍ରିକେଟ୍ ଆସୋସିଏସନର  (OCA) ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ମୋଟ ୭୩ ଭୋଟକୁ ସଂଜୟଙ୍କୁ ୪୫ ଭୋଟ ମିଳିଛି । ସେହିଭଳି ବିକାଶ ପ୍ରଧାନ କୋଷଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିବା ବେଳେ ମେହତାବ ଖାଁ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ବିଜୟକୁ ନେଇ ଏଯାଏଁ ଆନୁÂାନିକ ଭାବେ ଘୋଷଣା କରାଯାଇନି ।

Share

Leave a Reply

Your email address will not be published. Required fields are marked *

2 + seventeen =