ନିର୍ଭୟା ଦୋଷୀଙ୍କୁ କାଲି ହେବନି ଫାଶି

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କୁ କାଲି ହେବନି ଫାଶି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦିଆଯିବନି ଫାଶି । ଡେଥ ୱାରେଣ୍ଟ ଉପରେ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ୩ୟ ଥର ପାଇଁ ଡେଥ ୱାରେଣ୍ଟ ଉପରେ ରୋକ ଲଗାଇଲେ କୋର୍ଟ । କାଲି ସକାରେ ୪ ଜଣଙ୍କୁ ଫାଶି ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 + seven =