ମୋ ଅର୍ଥ କୁ କଦର୍ଥ କରାଯାଉଛି

ଭୁବନେଶ୍ବର()  ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବି ଜେ ଡି ବିଧାୟକ ସୌମ୍ୟ ରଞ୍ଜନ ପଟନାୟକ । କହିଲେ ମୋ ଅର୍ଥ କୁ କଦର୍ଥ କରାଯାଉଛି । ସମୁଦାୟ ବ୍ୟାପାର ଗୋଟେ ନିଖୋଜ ମମାଲା ରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିରାଟ ବଡ଼ ଘଟନା ହେଲା । ପୋଲିସ ଯଦି ତାର କାମ ଠିକଣା ଢଙ୍ଗରେ କରିଥାନ୍ତେ ଆଜି ବିଧାନସଭା ରେ ହଲ୍ଲାପଟା ହୋଇନଥାନ୍ତା ।ଗଣତନ୍ତ୍ର ର ଉତ୍ତର ଦାୟିତ୍ୱ ସମ୍ପର୍କରେ ସମସ୍ତ ସଚେତନ ହେବା ଦରକାର । ଚାଷୀ ଋଣ ଜାଲିଆତି ପ୍ରସଙ୍ଗ ରେ କହିଲେ ଘଟଣା ର ତଦନ୍ତ ହେବା ଉଚିତ। ଘଟଣା ଘଟିଲେ ମନ୍ତ୍ରୀ ଙ୍କ ନାମ ଉଠିବ ସ୍ବଭାବିକ । ଜଣେ ଗରୀବ ଚାସି ଅଭିଯୋଗ କରୁଛନ୍ତି। ତାହା ଭିତିହିନୀ ନା ବସ୍ତାଵ ତାହା ତଦନ୍ତ ସପକ୍ଷ। ତେବେ ସବୁ କଥାରେ ଆତ୍ମହତ୍ୟା ସମାଧାନ ର ବାଟ ନୁହେଁ।

Share

Leave a Reply

Your email address will not be published. Required fields are marked *

16 + 13 =