ପେଟ୍ରୋଲ ଠାରୁ ମହଙ୍ଗା ହେଲା କ୍ଷୀର

କ୍ଷୀର ଲିଟର ଆକାଶ ଛୁଆଁ । ଏଣିକି କ୍ଷୀର କିଣିବା ପାଇଁ ଡରିବେ ପାକିସ୍ତାନବାସୀ । ପେଟ୍ରୋଲ ଠାରୁ ବି ମହଙ୍ଗା ହେଲା କ୍ଷୀର ଦର । ପାକିସ୍ତାନ କରାଚିରେ ଓ ସିନ୍ଧ ପ୍ରଦେଶରେ କ୍ଷୀର ଲିଟର ୧୪୦ ଟଙ୍କା ଛୁଇଁଛି । ପାକିସ୍ତାରେ ପେଟ୍ରୋଲ ଲିଟର ୧୧୩ ଥିବା ବେଳେ ଡିଜେଲ ୯୧ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

eight + ten =