Latest ଜାତୀୟ ମାଓ ହମଲା: ୨ ଯବାନ ସହିଦ August 20, 2021August 20, 2021 admin 0 Comments chhatisgada, Mao attack ରାଇପୁର: ପୁଣି ଆତଙ୍କ ଖେଳାଇଲେ ମାଓବାଦୀ । ମାଓ ହମଲାରେ ୨ ଯବାନ ସହିଦ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ଘଟିଛି ଏହି ଗୁଳିକାଣ୍ଡ । ଯବାନଙ୍କଠାରୁ ଗୁଳି, ବନ୍ଧୁକ ଛଡାଇ ନେଇଥିବା ସୂଚନା ମିଳିଛି । Share